ମୋ

ଉଇକିଅଭିଧାନ‌ରୁ

ମୋ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ମୋଆ(ଓ)ର, ମୋହୋ, ମୋହ (ହା)ର, ମୋରଅନ୍ୟରୂପ

ଦେଶଜ - ସର୍ବନାମ (ସଂସ୍କୃତ - ଅସ୍ମତ୍ ଶବ୍ଦଜାତ ତୁଛାର୍ଥେ ମୁଁ ଶବ୍ଦର ୬ଷଷ୍ଠୀ ୧ ବଚନ; ସଂସ୍କୃତ - ମେ. ପ୍ରା. ମୋ)[ସମ୍ପାଦନା]

(ନିକୃଷ୍ଟାର୍ଥକ)ଆମ୍ଭର — My; mine.

[ଦ୍ରଷ୍ଟବ୍ୟ —ବିଦ୍ୟାପତିଙ୍କ ଗ୍ରନ୍ଥ ଆଦି ପ୍ରାଚୀନ [ପ୍ରାଚୀନ ବଙ୍ଗଭାଷାଗ୍ରନ୍ଥର ମୁଁ, ମତେ ଓ ମୋର ଅର୍ଥରେ 'ମୋ' ଶବ୍ଦର ପ୍ରୟୋଗ ଦେଖାଯାଏ]