Jump to content

ମୋକା

ଉଇକିଅଭିଧାନ‌ରୁ

ମୋକା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଥର; ଦଫା — ୧. Time.

[ଉ—ଆରେ ଚେଡ଼ୀପୋ ମିସ୍ତିରୀ ତିନି ଟଙ୍କା ମୂଲକୁ ଚାରିମକା ଦସ୍ତୁରୀ ଢ଼ଗ]

୨. ପଞ୍ଚା; ଦଳ — ୨. Group; herd; flock;party.
୩. ବୁଦା — ୩. Busb.

[ଉ—ତନ୍ତୁରେ ରହିଅଛି ଏକ ଦେଣା ମୋକା, ତାହାକୁ ଆଶ୍ରେ କରି ଅଛନ୍ତି ସେ ଏକା କୃଷ୍ଣସିଂହ ସହାଭାରତ. ଆଦି]

୪. ମୁଖି; ବଦ୍ଧ ମୁଷ୍ଟିଦ୍ୱାରା କୌଣସି ବ୍ୟକ୍ତିର ମୁଖରେ ଆଘାତ — ୪. A blow on the face with clenched fist.

ବୈଦେଶିକ - ବି—(ଆରବୀ - ମୌକା)

[ସମ୍ପାଦନା]
୧. ସୁବିଧା, ସୁଯୋଗ — ୧. Opportunity.
୨. ଅବସର —୨. Leisure.

=== ପ୍ରାଦେଶିକ - (ଗଡ଼ଜାତ)

ଗୁଚ୍ଛ; ବିଡ଼ା — Cluster; bundle.

ପ୍ରାଦେଶିକ -(ଅଳି)—ବି

[ସମ୍ପାଦନା]

ପ୍ରଗନ୍ନା; ଗ୍ରାମପୁଞ୍ଜ — Fiscal division.



ମୋକା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ମୁକା (ଦେଖ) - Mukā (See)