Jump to content

ମୋଟର

ଉଇକିଅଭିଧାନ‌ରୁ

ମୋଟର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ମୋଟର୍)[ସମ୍ପାଦନା]

ଜ୍ୱଳନ୍ତ କିରାସିନୀ ତେଲର ବାସ୍ପରୁ ଉତ୍ପନ୍ନ ବିଦ୍ୟୁତ୍ ଶକ୍ତିଦ୍ୱାରା ପରି— ଚାଳିତ ଯାନ — A motor conveyance.

ଦେଶଜ - ବିଶେଷ୍ୟ - . (ସଂସ୍କୃତ - ମୁଣ୍ଡ ଚଣକ)[ସମ୍ପାଦନା]

ମଟର, ଶିମ୍ୱାଦି ବର୍ଗର କୃଷିଜାତ ଶସ୍ୟ —Pea.

ବୈଦେଶିକ - ବିଶେଷ୍ୟ -[ସମ୍ପାଦନା]

ମୋଟର ଶକ୍ତି ପରିଚାଳିତ (ଗାଡ଼ି ଆଦି) —Motor.