ମୋଟା

ଉଇକିଅଭିଧାନ‌ରୁ

ମୋଟା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

(ସରୁଆ, ପାତଳା, ବାରିକ୍—ବିପରୀତ)

(ମୋଟୀ—ସ୍ତ୍ରୀ) 

ଦେଶଜ - ବିଶେଷଣ - ପୁଂ)—(ସଂସ୍କୃତ - ମୃଷ୍ଟ=ଦୃଷ୍ଟପୁଷ୍ଟ ବ୍ୟକ୍ତି)[ସମ୍ପାଦନା]

୧. ସ୍ଥୂଳ — ୧. Thick.
୨. ସ୍ଥୂଳଙ୍ଗ; ସ୍ଥୂଳକାୟ — ୨. Fat; stout; corpulent.

[ଉ— ଏହା ଶୁଣି ସବୁ ସେନାଏ ଗୋଟି ହେଲେ ମୋଟା ଭୀମ ତୁଲେ ଯୁଝିବା ଇଚ୍ଛା କଲେ କୃଷ୍ଣସିଂହ ମହାଭାରତ ଭୀଷ୍ମ]

୩. କର୍କଶ —୩. Coarse; rough; harsh;

[ଦ୍ରଷ୍ଟବ୍ୟ — ଖାଇବାକୁ କର୍କଶ, ପିନ୍ଧିବାକୁ କର୍କଶ, ସ୍ପର୍ଶକୁ କର୍କଶ, ଶୁଣିବାକୁ କର୍କଶ, ଏହି ସମସ୍ତ ସ୍ଥଳରେ 'ମୋଟା' ବିଶେଷଣ ପ୍ରଯୁକ୍ତ ହୁଏ]

୪. (ତା. 'ମୋଟ୍ଟେ')— ଅତୀକ୍ଷ୍ଣ; ଦାଢ଼ ନ ଥିବା; ଦନ୍ଥରା — ୪. Blunt .

ପ୍ରାଦେଶିକ - ବିଶେଷ୍ୟ -[ସମ୍ପାଦନା]

୧. (ଯାଜପୁର) —ପୋଇ କଖାରୁ ଆଦି ଲତାର ମୂଳ ସ୍ଥାନ —୧. The thick lowermost portion of the stem of creepers like Basella Alba.
୨. (ଯାଜପୁର) ବାଉଁଶ ଗଛର ବୁଦା — ୨. Clump of bamboos.
୩. (ଗଡ଼ଜାତ)— ଧାନ ଗଛର ବୁଦା —୩. A clump of paddy plant.