Jump to content

ମୋଟୁଆ

ଉଇକିଅଭିଧାନ‌ରୁ

ମୋଟୁଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]

ସ୍ଥୂଳ; ମୋଟା; ପୃଥୁଳ — Thick; stout; fat.

(ଉ— ମନକୁ ମୋଟୁଆ କଲେ କାହିଁରେ ପଶିବ ପ୍ରାଚୀ. ବ୍ରହ୍ମନିରୁପଣ ଗୀତା)