Jump to content

ମୋଦୀ

ଉଇକିଅଭିଧାନ‌ରୁ

ମୋଦୀ

ଉଚ୍ଚାରଣ

[ସମ୍ପାଦନା]
(ମୋଦିନୀ—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ମୋଦ+ଇନ୍, ୧ମା. ୧ବ)

[ସମ୍ପାଦନା]

ଆନନ୍ଦ— ଦାୟକ —୧. Delightful, pleasing.

୨. ଆନନ୍ଦ— ଯୁକ୍ତ —୨. Joyous.

[ଉ—ଏଥି ତୃପ୍ତ ହେଉନ୍ତୁ ବିଶ୍ୱ ଆତ୍ମା ହରି, ଏଣେ ଯେ ଋଷିଶିଷ୍ୟଗଣ ହୋଇ ମୋଦୀ କୃଷ୍ଣସିଂହ. ମହାଭାରତ. ବନ]