ମୋହା
ମହା (ଦେଖ) - —Mahā (See)
[ ଦ୍ର—'ମହା' ପଦଯୁକ୍ତ ଶବ୍ଦମାନଙ୍କ ସ୍ଥାନରେ ଅଶିକ୍ଷିତମାନେ ମୋହା ପ୍ରୟୋଗ କରିବାର ଦେଖାଯାଏ ଯଥା—ମୋହାପ୍ରଭୁ; ମୋହାରାଜ; ମୋହାଶୟ ଇତ୍ୟାଦି]