ମୋହିଁବା

ଉଇକିଅଭିଧାନ‌ରୁ

ମୋହିଁବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ସକର୍ମକ) (ସଂସ୍କୃତ - ମଥ୍ ଧାତୁ)[ସମ୍ପାଦନା]

୧. (ଦଧି, ଦୁଗ୍ଧ ଆଦି ଜଳୀୟ ପଦାର୍ଥକୁ) ମୁହାଁଇବା; ମଥିତ କରିବା — ୧. To agitate (a liquid); to churn
୨. (ସକର୍ମକ) (ସଂସ୍କୃତ - ମୁଖ) (କୌଣସି ବସ୍ତୁ, ସ୍ଥାନ ବା ଜନ୍ତୁର) ଅଭିମୁଖରେ ଗତି କରିବା —୨. To move to wards (Something).
୩. ଆଡ଼କୁ ମୁହଁ କରିବା — ୩. To turn one's face towards; to face.