ମୋହି ହେବା

ଉଇକିଅଭିଧାନ‌ରୁ

ମୋହି ହେବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ଅକର୍ମକ)[ସମ୍ପାଦନା]

୧. ମୁଗ୍ଧ ହେବା; ମୋହିତ ହେବା —୧. To be charmed at.

(ଉ— ଏହା ତ ମୂଢ଼ ନ ଜାଣଇ ବିଷ୍ଣୁ ମାୟାରେ ହୋଇ ମୋହି ଜଗନ୍ନାଥ. ଭାଗବତ)

୨. ମଥିତ ହେବା; ମନ୍ଥା ହେବା —୨. To be churned.