ମୋହି ହେବା
ଦେଖଣା
ମୋହି ହେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୋହି ହେବା
|
ଦେଶଜ - କ୍ରି. (ଅକର୍ମକ)
[ସମ୍ପାଦନା]- ୧. ମୁଗ୍ଧ ହେବା; ମୋହିତ ହେବା —୧. To be charmed at.
(ଉ— ଏହା ତ ମୂଢ଼ ନ ଜାଣଇ ବିଷ୍ଣୁ ମାୟାରେ ହୋଇ ମୋହି ଜଗନ୍ନାଥ. ଭାଗବତ)
- ୨. ମଥିତ ହେବା; ମନ୍ଥା ହେବା —୨. To be churned.