ମୟଲା
ମୟଲା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଦେଶଜ - ବି—(ସଂସ୍କୃତ - ମଳ)[ସମ୍ପାଦନା]
- ୧. ମଳ — ୧. Dirt; fifth.
- ୨. ଗୁହ; ବିଷ୍ଠା — ୨. Dung; ordure; night soil.
- ୩. (ଲକ୍ଷଣାର୍ଥ) ପାପ —୩. (figurative) Sin.
- ୪. ମନ୍ଦ ଚିନ୍ତା —୪. Evil thoughts.
ବିଶେଷଣ -[ସମ୍ପାଦନା]
- ୧. ମଳିଆ; ମଳଯୁକ୍ତ —୧. Dirty; filthy.
- ୨. ଅପରି— ଷ୍କୃତ —୨. Unclean.
- ୩. ମଳିନ —୩. Soiled.
ମୟଲା(ଇଦ୍ୟାତି) —
ଉଚ୍ଚାରଣ[ସମ୍ପାଦନା]
ଦେଶଜ - ବିଶେଷ୍ୟ - ଓବିଶେଷଣ -[ସମ୍ପାଦନା]
ମଇଲା ଇତ୍ୟାଦି (ଦେଖ) - Mailā etc (See)