ମୟୂର

ଉଇକିଅଭିଧାନ‌ରୁ

ମୟୂର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ମୟୂରୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଂ—(ମି ଆତୁ= କ୍ଷେପଣ କରିବ+କର୍ତ୍ତୃ . ଉର)[ସମ୍ପାଦନା]

୧. କର୍ଷକ ବର୍ଗର ବୃହତ୍ ପକ୍ଷବିଶେଷ —୧. The pea fowl; Pava Cristatus. (male-peacock; female-peahen.]

[ଦ୍ରଷ୍ଟବ୍ୟ — ଏମାନଙ୍କର ଲା଼ଞର ବଡ଼ ପକ୍ଷମାନ ଓ କଣ୍ଠର କ୍ଷଦ୍ର ପରମାନ ନାନା ବର୍ଣ୍ଣରେ ଚିତ୍ରିତ ଅଣ୍ଡିରା ମୟୂରଙ୍କ ଲାଞ୍ଜ ଖୁବ୍ ବଡ଼; ମାଈମାନଙ୍କ ଛୋଟ ଏଥିପାଇଁ ଅଣ୍ଡିରା ମୟୂରକୁ ଲଞ୍ଜାମୟୂର ଓ ମାଈଙ୍କୁ ଲାଣ୍ଡୀ— ମୟୂର ବୋଲା ଯାଏ ମେଘ ଉଠାଇଲେ ଅଣ୍ଡିରାମାନେ ଲାଞକୁ ପଛ ଆଡ଼େ ପଙ୍ଖା ପରି ଠିଆ କରି ନାଚନ୍ତି ଓ ବୋବାନ୍ତି ଏମାନଙ୍କର ଶଦ୍ଦ 'କେଓଁ କେଓଁ' (ସଂସ୍କୃତ - — କେକା) ଏମାନେ ସାପକୁ ମାରି ପକାନ୍ତି ]

୨. ପୁଷ୍ପ— ବିଶେଷ —୨. A kind of flower (Apte).
୩. ସୂର୍ଯ୍ୟ ଶତକ ନାମକ ଗ୍ରନ୍ଥର ରଚୟିତା କବିବିଶେଷ — ୩. Name of a Sanscrit author.
୪. ସମୟ ମାପ କରିବା ପାଇଁ ବ୍ୟବହୃତ ଯନ୍ତ୍ର ବିଶେଷ —୪. A kind of instrument for measuring time.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ବାଦ୍ୟଯନ୍ତ୍ର ବିଶେଷ —A kind of musical instrument.

(ଉ—ଶଙ୍ଖ ବୀଣା ଖଞ୍ଜଣୀ ପଖା—

ଉଚ୍ଚ ମୟୂର, ଏମାନ ବହିଣ ତୁମ୍ଭେ ଶ୍ରେଷ୍ଠ ଗୋପ ତେର ପ୍ରାଚୀ. ଶ୍ରୀଗୁରୁଭକ୍ତି ଗୀତା )