ଯଅ

ଉଇକିଅଭିଧାନ‌ରୁ

ଯଅ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଯ—ଅନ୍ୟରୂପ)

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ ଯବ, ଯବକ, ପ୍ରା, ଯଅ)[ସମ୍ପାଦନା]

୧. ଯବଧାନ୍ୟ —୧. Barley; Hordeum vulgare (Haines).
୨. ଯବ ପରି— ମିତ ଲମ୍ୱ; ଏକ ଇଞ୍ଚର ୧/୪ —୨. A standard of length; ୧/୪ of an inch.

===ପ୍ରାଦେଶିକ - (ପୁରୀଜିଲ୍ଲା)କ୍ରିୟାପଦ -

(ଯିବା ଧାତୁର ଅନୁଜ୍ଞା) (ତୁମ୍ଭେ ବା ତୁମ୍ଭେମାନେ) —ଯାଅ —(Ye or you) Go (in imperative mood).

[ଦ୍ରଷ୍ଟବ୍ୟ —ଓଡ଼ିଆ ଯିବା ଧାତୁର ଅନୁଜ୍ଞା, ୨ୟ ପୁରୁଷ, ସମ୍ମାନାର୍ଥକ ଏକ ବଚନ ଓ ବହୁବଚନ (ତୁମ୍ଭେ ଓ ତୁମ୍ଭେମାନେ) କର୍ତ୍ତା ସହିତ ବ୍ୟବହୃତ 'ଯାଆ'ର ସଂକ୍ଷିପ୍ତ ଆକାର]