ଯଉବନ

ଉଇକିଅଭିଧାନ‌ରୁ

ଯଉବନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ -[ସମ୍ପାଦନା]

୧. ସ୍ତ୍ରୀ ସ୍ତନ —୧. Breast of females.

[ଉ—ଗୋପିକା ସମ୍ଭାଳି ବସନ, ଲୁଚାନ୍ତି ଜାନୁ ଯଉବନ ଭୂପତି, ପ୍ରେମପଞ୍ଚାମୃତ]

୨. ଯୌବନ; ଯୁବାବସ୍ଥା —୨. Youth.

[ଉ—କାଳରେ ସେ ନାରୀ ପାଆନ୍ତେ ଯଉବନ]