ଯକଟ ମକଟ

ଉଇକିଅଭିଧାନ ରୁ
Jump to navigation Jump to search

ଯକଟ ମକଟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]


ଅନୁବାଦ[ସମ୍ପାଦନା]

ଗ୍ରାମ୍ୟ - କ୍ରି. ବିଣ—(ପୁରୀ)[ସମ୍ପାଦନା]

ଅତି ଦୃଢ଼ଭାବରେ; ଜୋର୍ରେ ଜାବୁଡ଼ି କରି — Very tightly.

[ଉ—ପଛଆଡ଼ୁ ଯକଟ ମକଟ କରି ଧରି ପକାଇଲା —ନୀଳକଣ୍ଠ ଦାଶ, ପିଲାଙ୍କ ରାମାୟଣ]