ଯକୃତ୍

ଉଇକିଅଭିଧାନ‌ରୁ

ଯକୃତ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବି—(ଯ=କୁକ୍ଷିର ଦକ୍ଷିଣାଂଶ+କୃ ଧାତୁ+କର୍ତ୍ତୃ. କ୍ୱିପ୍)[ସମ୍ପାଦନା]

୧. ପଟେ ମଧ୍ୟରେ ଡାହାଣ ପାଖରେ ଥିବା ପିତ୍ତାଶୟ ମାଂସପିଣ୍ଡ; କଳା ବୁକୁ —୧. Liver.

[ଦ୍ରଷ୍ଟବ୍ୟ —ଏହା ରକ୍ତାଭ କୃଷ୍ଣବର୍ଣ୍ଣ ଏହାର ଅନ୍ୟ ସଂସ୍କୃତ - ନାମ— କରଣ୍ଡା, କାଳକ, କାଳଗଞ୍ଜୀ, କାଳଖଣ୍ଡ, କାଳେୟ, ମହାସ୍ନାୟୁ]

୨. ଯକୃତବୃଦ୍ଧିବିଶିଷ୍ଟ ରୋଗ — ୨. Enlargement of the liver (a disease).

[ଦ୍ରଷ୍ଟବ୍ୟ —ମାଲେରିୟା , କଳାଜର, ଓ ଗ୍ରହଣୀ ରୋଗ ପରେ ରୋଗୀର ଯକୃତ୍ ବୃଦ୍ଧି ଲାଭ କରେ ରୋଗୀ ପକୃତ ସ୍ଥାନରେ ତୀବ୍ର ଯନ୍ତ୍ରଣା ଅନୁଭବ କରେ]