ଯଗଣ

ଉଇକିଅଭିଧାନ‌ରୁ

ଯଗଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

କବିତା ରଚନା ସମ୍ପର୍କର ୮ଟି ଗଣ ମଧ୍ୟରୁ ପ୍ରଥମେ ଗୋଟିଏ ହ୍ରସ୍ୱବର୍ଣ୍ଣ ଓ ପରେ ୨ଟି ଦୀର୍ଘବର୍ଣ୍ଣ ସମ୍ୱଳିତ ଗଣବିଶେଷ —One of the eight syllabic feet (Gaṇa) consisting of one short syllable followed by two long ones (Apte).