ଯଚାଇ କରିବା
ଦେଖଣା
ଯଚାଇ କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କୌଣସି ଦ୍ରବ୍ୟକୁ ବଜାରରେ ଏକାଧିକ ସ୍ଥାନରେ ଦେଖାଇ ତହିଁର ମୂଲ୍ୟ ବା ସ୍ୱରୂପ ଜାଣିବା —୧. To have a thing tested in the market to ascertain its value and quality.
- ୨. ସ୍ୱର୍ଣ୍ଣାଦିର ମୂଲ୍ୟ ଓ ପ୍ରକାର ନିରୂପଣ କରିବା —୨. To test a pice of gold as to its value and quality.