ଯଜି

ଉଇକିଅଭିଧାନ‌ରୁ

ଯଜି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବି—(ଯଜ୍ ଧାତୁ+କର୍ତ୍ତୃ. ଇ)[ସମ୍ପାଦନା]

୧. ଯଷ୍ଟା; ଯାଗକାରୀ ବ୍ୟକ୍ତି —୧. Performer of sacrifice; a sacrificer.
୨. (+ଭାବ. ଇ)—ଯଜ୍ଞ କର୍ମ —୨. The act of sacrificing.
୩. (+କରଣ. ଇ)—ଯାଗ ୩. A sacrifice.