ଯତ୍ତ
ଯତ୍ତ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
(ଯତ୍ତା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଯତ୍ ଧାତୁ+କର୍ତ୍ତୃ.ତ)[ସମ୍ପାଦନା]
- ୧. ଚେଷ୍ଟା କରୁଥିବା; ପ୍ରଯତ୍ନ ବିଶିଷ୍ଟ —୧. Exerting (Apte).
- ୨. ଯତ୍ନ ନେଉଥିବା —୨. Taking care (Apte).
- ୩. ପ୍ରସ୍ତୁତ; ଉଦ୍ୟତ —୩. Prepared; ready (Apte).
- ୪. ଯେ ସଂକଳ୍ପ କରିଅଛି —୪. Resolved (Apte).
- ୫. (+କର୍ମ. ତ) ଯାହା ପ୍ରତି ଯତ୍ନ କରା ଯାଇଅଛି —୫. Cared for; attended to (Apte).