ଯତ ମୈଥୁନ

ଉଇକିଅଭିଧାନ‌ରୁ

ଯତ ମୈଥୁନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଯତ ମୈଥୁନା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଯତ+ମୈଥୁନ, ବହୁବ୍ରୀହି)[ସମ୍ପାଦନା]

୧. ସହବାସବିମୁଖ —୧. Averse or disinclined to sexual intercourse.
୨. ସହିବାସ ସମ୍ୱନ୍ଧେ ସଂଯତ —୨. Abstemious in sexual intercourse.