Jump to content

ଯଥାଗମ

ଉଇକିଅଭିଧାନ‌ରୁ

ଯଥାଗମ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - କ୍ରି. ବିଶେଷଣ - (ଅବ୍ୟୟୀ ଭାବ; ଯଥା+ଆଗମ)

[ସମ୍ପାଦନା]

ଆଗମ ବା ପାରମ୍ପରିକ ରୀତ ବା କୁଳମର୍ଯ୍ୟାଦା ଅନୁସାରେ —According to tradition; as handed down from generation to generation (Apte)