Jump to content

ଯଥାଦିଷ୍ଟ

ଉଇକିଅଭିଧାନ‌ରୁ

ଯଥାଦିଷ୍ଟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ଓ କ୍ରି.ବିଶେଷଣ - (ଯଥା+ଆଦିଷ୍ଟ)

[ସମ୍ପାଦନା]

ଯେଉଁ ପରି ଆଦେଶ ପ୍ରାପ୍ତ ହୋଇଥିଲା ସେହି ପ୍ରକାରେ; ଆଦେଶ ଅନୁସାରେ —As ordered; as directed; conforming to the orders received.