ଯଥାବତ୍
ଦେଖଣା
ଯଥାବତ୍
ଉଚ୍ଚାରଣ
[ସମ୍ପାଦନା]ସଂ, କ୍ରି.ବିଶେଷଣ - ଓବିଶେଷଣ - (ଯଥା+ବତ୍)
[ସମ୍ପାଦନା]- ୧. ଯଥାର୍ଥରୂପେ — ୧. Rightly; truly.
- ୨. ଅବିକଳ — ୨. Correctly; accurately; exactly.
- ୩. ଧାରାବାହିକରୂପେ; ଯେଉଁ ପରି ଘଟିଥିଲା ସେହି ଅନୁସାରେ — ୩. In due order or succession, exactly as events happened.
- ୪. ସମୁଚିତରୂପେ — ୪. Properly; duly.
- ୫. ନିୟମାନୁସାରେ — ୫. As enjoined by rules (Apte).