ଯଥାବସ୍ତୁ

ଉଇକିଅଭିଧାନ‌ରୁ

ଯଥାବସ୍ତୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - କ୍ରି. ବିଶେଷଣ - (ଅବ୍ୟୟୀଭାବ)[ସମ୍ପାଦନା]

୧. ଯଥାର୍ଥରୂପେ — ୧. Exactly; accurately.
୨. ଘଟନା ଅନୁସାରେ —୨. As the fact stands (Apte).