ଯଥାସ୍ଥିତ
ଦେଖଣା
ଯଥାସ୍ଥିତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - କ୍ରି.ବିଶେଷଣ - (ଯଥା+ସ୍ଥିତ)
[ସମ୍ପାଦନା]- ୧. ଯେଉଁଠାରେ ଥିଲା ସେହିଠାରେ; ପୂର୍ବ ସ୍ଥାନରେ —୧. In status quo ante; as it had stood before.
- ୨. ଯଥାର୍ଥରେ — ୨. Truly.
- ୩. ଘଟନାନୁସାରେ —୩. According to circumstances.
=== ବିଶେଷଣ -
- ୧. ପ୍ରକୃତ; ସତ୍ୟ — ୧. True; right.
- ୨. ଉପଯୁକ୍ତ —୨. Proper fit (Apte).