Jump to content

ଯଥା କଳ୍ପ

ଉଇକିଅଭିଧାନ‌ରୁ

ଯଥା କଳ୍ପ

ଉଚ୍ଚାରଣ

[ସମ୍ପାଦନା]

(ଯଥା କଳ୍ପନ—ଅନ୍ୟରୂପ)

ସଂସ୍କୃତ - କ୍ରି. ବିଣ—(ଯଥା+କଳ୍ପ)

[ସମ୍ପାଦନା]
୧. କଳ୍ପିତ ହେବା ପ୍ରକାରେ —୧. As designed.
୨. ନିୟମ ଅନୁସାରେ —୨. According to rules.