Jump to content

ଯଥା ତଥ

ଉଇକିଅଭିଧାନ‌ରୁ

ଯଥା ତଥ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ପୁରାବୃତ୍ତ; ପ୍ରାଚୀନ ଇତିହାସ —୧. Ancient history.
୨. କୌଣସି ବିଷୟର ସମଗ୍ର ପ୍ରକୃତ ବିବରଣ —୨. A narrtive or particulars or details of any thing; a detailed or minute account.

ବିଶେଷଣ -

[ସମ୍ପାଦନା]

ଯଥାର୍ଥ; ପ୍ରକୃତ —Actual; true. exact; accurate.

କ୍ରି.ବିଶେଷଣ -

[ସମ୍ପାଦନା]

ଯେଉଁ ପରି ଘଟିଥିଲା; ସେହିପରି —୧. As it happened; exactly; precisely.

୨. ଉଚିତ ରୂପେ —୨. Properly; fitly.

ଦେଶଜ - କ୍ରି. ବିଶେଷଣ - (ସଂସ୍କୃତ - ଯଥା ତଥା)

[ସମ୍ପାଦନା]

ଯେନକେନ ପ୍ରକାରେ —Anyhow.