ଯଥା ମତି

ଉଇକିଅଭିଧାନ‌ରୁ

ଯଥା ମତି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - କ୍ରି. ବିଶେଷଣ -(ଅବ୍ୟୟୀଭାବ ସମାସ)[ସମ୍ପାଦନା]

ଆପଣାର ଜ୍ଞାନ ବା ବୁଦ୍ଧି ଅନୁସାରେ —According to one's wisdom, knowledge or senses

[ଉ—ପୁଣି ହୋଇଲେ ଯଥାମତି, ଆକୁଳେ କୃଷ୍ଣଙ୍କୁ ଖୋଜନ୍ତି ଭୂପତି ପ୍ରେମପଞ୍ଚାମୃତ]