Jump to content

ଯଥେଷ୍ଟ

ଉଇକିଅଭିଧାନ‌ରୁ

ଯଥେଷ୍ଟ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ -(ଯଥା+ଇଷ୍ଟ=ଅଭିଳଷିତ)

[ସମ୍ପାଦନା]
୧. ବାଞ୍ଛାନୁ ରୂପ — ୧. Wished for; desired.
୨. ପ୍ରଚୁର; ଅନେକ —୨. Enough, ample; sufficient.

ସଂସ୍କୃତ - କ୍ରି.ବିଶେଷଣ -

[ସମ୍ପାଦନା]

ଯଥେଚ୍ଛା (ଦେଖ) - J̄athechchhā (See)