Jump to content

ଯଦି

ଉଇକିଅଭିଧାନ‌ରୁ

ଯଦି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ଅଂ. (ଯତ୍ଧାତୁ=ଚେଷ୍ଟା କରିବା+ଭାବ. ଇ)[ସମ୍ପାଦନା]

୧. ଯେବେ —୧. If; though; although.

[ଦ୍ରଷ୍ଟବ୍ୟ — ଏହା ନିମ୍ନଲିଖିତ ସ୍ଥଳରେ ପ୍ରଯୁକ୍ତ ହୁଏ ===

୧. ସମ୍ଭାବନାର୍ଥକ ୧. Supposition;

ଯଥା—"ଥାଆନ୍ତା ଯଦି ମୋର ବିହଙ୍ଗ ପକ୍ଷ ଲଙ୍ଘି ଭୀଷଣ ଗିରି ସମୁଦ୍ର ବକ୍ଷ ଦେଖନ୍ତି ପ୍ରିୟଜନ ମୁଖକମଳ" (ମଧୁସୂଦନ)

୨. ସନ୍ଦେହାର୍ଥ କ — ୨. Doudt.

ଯଥା:—ମୁଁ ଯୁଦ୍ଧ କରିବାକୁ ବାହାରିଛି; ଯଦି ହାରିଯାଏଁ ତେବେ ମୋ ଅବସ୍ଥା କଅଣ ହେବ?

୩. ପକ୍ଷାନ୍ତରରେ —୩. On the other hand; in the alternative.-

"ଥାଇ କରି ଯଦି ଖାଇ ମନ କଲା ତା ମୁଁ ହୁଟା ପୋଡ଼ୁ " (ଢ଼ଗ) ===

୪. ଅବଧାରଣ — ୪. Certainty.

ଯଥା—"ଯଦି ବରଷଇ ମାଘର ଶେଷ, ଧନ୍ୟ ସେ ରଜା ସେ ଦେଶ" କୃଷିବଚନ

୫. ହୁଏତ —୫. Whether (Apte)
୬. ସମ୍ଭବତଃ ୬. If per chance; perhaps (Apte)
୮. ଯେବେ — ୮. When (Apte).