Jump to content

ଯଦୁମଣି ମହାପାତ୍ର

ଉଇକିଅଭିଧାନ‌ରୁ

ଯଦୁମଣି ମହାପାତ୍ର

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

(ନାମ)— ଜନୈକ ଉତ୍କଳୀୟ କୌତୁକ— ପ୍ରିୟ ଆଶୁକବି An Oriya poet.

[ ଏ କବି ଜାତିରେ ବଢ଼େଇ ଥିଲେ ନୂଆଗଡ଼ ଗଡଜତର ରାଜାଙ୍କ ସଭାରେ ଏହାଙ୍କର ପ୍ରତିଷ୍ଠା ଥିଲା ଏହାଙ୍କୁ ହାସ୍ୟୋକ୍ତି ନିମନ୍ତେ ଓ ଉତ୍କଳର ସର୍ବତ୍ର ପରିଚିତ 'ଯଦୁମଣି ରହସ୍ୟ' ନାମକ ପୁସ୍ତକ ଖଣ୍ଡି ଉତ୍କଳର ପୁରପଲ୍ଲୀରେ ସମାଦୃତ ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର' ଏ କବିଙ୍କ ଲିଖିତ ପ୍ରଧାନ କାବ୍ୟ ତାରିଣୀ—ଉତ୍କଳସାହିତ୍ୟ ଇତିହାସ]