ଯନ୍ତ୍ରିବା

ଉଇକିଅଭିଧାନ‌ରୁ

ଯନ୍ତ୍ରିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - (ପଦ୍ୟ) କ୍ରି. (ସଂସ୍କୃତ - ଯନ୍ତ୍ର ଧାତୁ)[ସମ୍ପାଦନା]

୧. ନିଯୋଜିତ କରିବା — ୧. To apply; to join; to attach.

(ଉ—ନିଜ ଧନୁର୍ଗୁଣରେ ନେଇଣ ଯନ୍ତ୍ରିଲେ କୃଷ୍ଣସିଂହ. ମହାଭାରତ. ବନ)

୨. ଯନ୍ତ୍ରଣା ପାଇବା; କଷ୍ଟ ପାଇବା —୨. To suffer pain or anguish.

[ଉ—ସଂସାର ଅନୁତାପେ ଯନ୍ତ୍ରି ସୁହୃଦ ଭକ୍ତି ମାର୍ଗେ ଚିନ୍ତି ହୃଦରେ ସ୍ଥାପି ତୋର ରୂପ ବେଗେ ଛାଡ଼ନ୍ତି ତିନି ତାପ ଜଗନ୍ନାଥ. ଭାଗବତ]