ଯନ୍ତ୍ରିବା
ଦେଖଣା
ଯନ୍ତ୍ରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - (ପଦ୍ୟ) କ୍ରି. (ସଂସ୍କୃତ - ଯନ୍ତ୍ର ଧାତୁ)
[ସମ୍ପାଦନା]- ୧. ନିଯୋଜିତ କରିବା — ୧. To apply; to join; to attach.
(ଉ—ନିଜ ଧନୁର୍ଗୁଣରେ ନେଇଣ ଯନ୍ତ୍ରିଲେ କୃଷ୍ଣସିଂହ. ମହାଭାରତ. ବନ)
- ୨. ଯନ୍ତ୍ରଣା ପାଇବା; କଷ୍ଟ ପାଇବା —୨. To suffer pain or anguish.
[ଉ—ସଂସାର ଅନୁତାପେ ଯନ୍ତ୍ରି ସୁହୃଦ ଭକ୍ତି ମାର୍ଗେ ଚିନ୍ତି ହୃଦରେ ସ୍ଥାପି ତୋର ରୂପ ବେଗେ ଛାଡ଼ନ୍ତି ତିନି ତାପ ଜଗନ୍ନାଥ. ଭାଗବତ]