ଯଶ
ଯଶ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଯଶଃ)[ସମ୍ପାଦନା]
- ୧. ଯଶଃ (ଦେଖ) - —୧. J̄aṡaḥ (See)
(ଉ—ଯାହାର ଯଶ ପୁଣ୍ୟଶ୍ଳୋକେ, ମୁଖେ ଭଣନ୍ତି ସର୍ବ ଲୋକେ—ଜଗନ୍ନାଥ. ଭାଗବତ)
[ଦ୍ରଷ୍ଟବ୍ୟ —ମନିଆର୍ ବଲିଆମ୍ସ ତାଙ୍କ ଶବ୍ଦକୋଶରେ 'ଯଶ' ଶବ୍ଦକୁ ଯଶସ୍ ଶବ୍ଦର ଗୋଟିଏ ରୂପ ବୋଲି ନିର୍ଦ୍ଦେଶ କରିଅଛନ୍ତି]
- ୨. ବାହାଦୁରୀ; ପ୍ରଶଂସା; ପୂରୁଷାର୍ଥ — ୨. Praise; credit.