ଯଶସ୍ୱୀ

ଉଇକିଅଭିଧାନ‌ରୁ

ଯଶସ୍ୱୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଯଶସ୍ୱିନୀ—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଯଶସ୍+ଅସ୍ତ୍ୟର୍ଥେ. ବିନ୍; ୧ମା. ୧ବ)[ସମ୍ପାଦନା]

ବିଖ୍ୟାତ; କୀର୍ତ୍ତିଶାଳୀ —Renowned; famous.