ଯହିଁ ତହିଁ

ଉଇକିଅଭିଧାନ‌ରୁ

ଯହିଁ ତହିଁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରାଦେଶିକ - (ଲରିଆ) ସର୍ବ.[ସମ୍ପାଦନା]

ଯହିଁ ତହିଁ (ଦେଖ) - J̄ahiñ tahiñ (See)



ଯହିଁ ତହିଁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ସର୍ବ.[ସମ୍ପାଦନା]

୧. ଯାହିଁ ତାହିଁ; ଯେଉଁ ଇଚ୍ଛା ସେହି ସ୍ଥାନରେ; ସ୍ଥାନ ନିର୍ବିଶେଷରେ; ଯାହା ତାହାଁ —Wheresoever; in any place whatsoever.

[ଉ—ଯାଅ ମନ ତୁମ୍ଭ ହୋଇଛି ଯହିଁ ତହିଁ କୃଷ୍ଣସିଂହ. ମହାଭାରତ. ବନା]

୨. ସ୍ଥାନାସ୍ଥାନ ବିଚାର ନ କରି —୨. Without consideration of the fitness or otherwise of a place.

[ଯଥା—ସେ ଯହିଁ ତହିଁ ଖାଇ ଦେଉଛ]