Jump to content

ଯାଏ

ଉଇକିଅଭିଧାନ‌ରୁ

ଯାଏ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)
  • (file)

ଅନୁବାଦ[ସମ୍ପାଦନା]

(ବିପରୀତ—ବେଜାଏ)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - . (କଚିରିଆ) (ଫାରାସୀ - ଜାୟ=ବିବରଣ)[ସମ୍ପାଦନା]

୧. ତପସିଲ; ବିବରଣ —୧. Schedule; statement.
୨. ହିସାବ ମୁକାବିଲା କରିବା ସମୟରେ ମୁକାବିଲା ହୋଇଯିବା ଅଙ୍କଗୁଡ଼ିକ ନିକଟରେ ଦେବା< ଚିହ୍ନ —୨. A mark such as '/?/' or '/?/' put while examining accounts, against each item indicating that it has been considered or compared or dealt with.
୩. (ଫାରାସୀ - ଜାୟଦାଦ୍) ସମ୍ପତ୍ତି; ଧନ —୩. Property.
୪. (ଫାରାସୀ - ଜା=ନ୍ୟାୟ) ନ୍ୟାୟସଙ୍ଗତ କାର୍ଯ୍ୟ —୪. Right or proper act.

ବୈଦେବିଶେଷଣ -[ସମ୍ପାଦନା]

୧. ନ୍ୟାୟସଙ୍ଗତ —୧. Legal.
୨. ଶୁଦ୍ଧ — ୨. Coreect; right.
୩. ଉଚିତ —୩. Proper.

=== ଦେଶଜ - ଅ (ସଂସ୍କୃତ - ଯାବତ୍)

(ସମୟ ବା ସ୍ଥାନ ବା ବ୍ୟକ୍ତି) ଯାକେ; ପର୍ଯ୍ୟନ୍ତ —Till upto (a place or time or person).

(ଉ—ପୂରିଅଛି ତୋର ପ୍ରପଦୁଁ ଚିକୁରପାଶ ଯାଏ ସୁଧା ଝରରେ କବିସୂର୍ଯ୍ୟ ସଙ୍ଗୀତ)

[ଦ୍ରଷ୍ଟବ୍ୟ —ଯାଏ ଶବ୍ଦ ପୂର୍ବରେ ସେ, ଏ ତାହା, ଏହ, ଏଥି ମୋ ଇତ୍ୟାଦି ସର୍ବନାମ ପଦ ମଧ୍ୟ ଲାଗେ ଯଥା— ସେ ଯାଏ—ସେ ସମୟ ବା ସ୍ଥାନ ପର୍ଯ୍ୟନ୍ତ ଏ ଯାଏ—ଏ ସମୟ ବା ସ୍ଥାନ ପର୍ଯ୍ୟନ୍ତ ଯେଉଁ ଯାଏଁ—ଯେଉଁ ସ୍ଥାନ ବା ସମୟ ପର୍ଯ୍ୟନ୍ତ ମୋ ଯାଏ—ମୋ ପର୍ଯ୍ୟନ୍ତ ମୋ ନିକଟ]

[ଉ—ବାପୀ ଖୋଳା ହେବ ସେ ଯାଏ ଯେ ଯାଏ କଳସୁଁ ଜଡ଼ିବ ନୀର—ରାଧାକାଥ ପାର୍ବତୀ]

ଦେଶଜ - କ୍ରିୟା (ଯିବା କ୍ରିୟାର ନିତ୍ୟ ପ୍ରବୃତ୍ତି ବର୍ତ୍ତମାନ କାଳ, ତୃତୀୟ ପୁରୁଷ ଅନାଦରାର୍ଥକ, ଏକବଚନ ରୂପ)[ସମ୍ପାଦନା]

(ସେ) ଗମନ କରେ —(he) Goes.