Jump to content

ଯାକ

ଉଇକିଅଭିଧାନ‌ରୁ

ଯାକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ଅ (ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ; ସଂସ୍କୃତ - ଯାବତ୍)[ସମ୍ପାଦନା]

୧. . ସମସ୍ତ; ସମୁଦାୟ —୧. All.

(ଉ—ତିନି ଲୋକଯାକ ଅଲଭ୍ୟେ ଜିଣିବେ କୃଷ୍ଣସିଂହ ମହାଭାରତ ବନ)

୨. ବିବାକ୍; ସମୁଦାୟ ଅଂଶ —୨. The whole.

(ଉ— ପିଇ ଦିଅନ୍ତି କି ଗୋଟିଯାକ ସେ କିଶୋରୀକିରେ କବି ସୂର୍ଯ୍ୟ କିଶୋରୀଚମ୍ପୂ ତ ଗୀତ)

୩. ମାନେ; ଗୁଡ଼ାକ — ୩. Indicating the plural number.

(ଯଥା— ଇଂରାଜିପଢୁଆ ଟୋକାଯାକ ମୁରକୀଙ୍କୁ ମାନୁ ନାହାନ୍ତି)

୪. (କାଳ, ସ୍ଥାନ, ଦେହ, ଜୀବୀତକାଳ) ତମାମ୍; (କାଳ) — ୪. Throughtout (a time, place, the body).

(ଯଥା—ମୁଁ ଜୀବନଯାକ ଏହି କାମରେ ଲାଗିଛି)

[ଦ୍ରଷ୍ଟବ୍ୟ —ଏହି ଯାକ ଶବ୍ଦ ସ୍ୱତନ୍ତ୍ର ସର୍ବନାମ ଶବ୍ଦରୂପେ କଳ୍ପିତ ହୋଇ ଏତିର ୨ୟାରେ ୟାକକୁ ୫ମୀରେ ଯାକରୁ, ୬ଷ୍ଠୀରେ ଯାକର ୭ମୀରେ ଯାକେ, ଯାରେଆଦି ଶବ୍ଦ ନିଷ୍ପନ୍ନ ହୁଏ, ଯଥା—ତୋ କଥା ଜଗତଯାରକରେ ବିଖ୍ୟାତ ହେବ]

ଦେଶଜ - ବିଣ[ସମ୍ପାଦନା]

ଯାକସାର (ଦେଖ) - J̄ākasāra (see)