ଯାଚକ

ଉଇକିଅଭିଧାନ‌ରୁ

ଯାଚକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଯାଚକୀ—ସ୍ତ୍ରୀ—ବି)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଯାଚ ଧାତୁ=ଯାଚଞା କରିବା+କର୍ତ୍ତ. ଅକ)[ସମ୍ପାଦନା]

୧. ଭିକ୍ଷାକାରୀ —୧. Asking.
୨. ପ୍ରାର୍ଥନାକାରୀ —୨. Requesting; supplicating.

ବିଶେଷ୍ୟ -[ସମ୍ପାଦନା]

୧. ଭିକ୍ଷୁକ —୧. Beggar; mendicant.
୨. ଦରଖାସ୍ତକାରୀ ବ୍ୟକ୍ତି — ୨. Petitioner.
୩. କୌଣସି କନ୍ୟାର ପାଣିଗ୍ରହଣାର୍ଥ ପ୍ରାର୍ଥୟିତା ବ୍ୟକ୍ତି —୩. A suitor for the hands of a girl.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ମରହଟ୍ଟା ବ୍ରାହ୍ମଣଙ୍କର ବଂଶୋ— ପାଧିବିଶେଷ —A family title of Marhatta Brāmaṇas.

ପ୍ରାଦେଶିକ - (ସମ୍ୱଲପୁର) ବି—ଗଉଡ଼[ସମ୍ପାଦନା]

ସମ୍ବଲପୁରିଅ ଗୌଡ ମାନଙ୍କର ଶ୍ରେଣୀଭେଦ —A sub-caste of the gauda in Sambalpur.