ଯାହା
ଦେଖଣା
ଯାହା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ସର୍ବ୍ୱ.—(ସଂସ୍କୃତ - ଯତ୍ ଶବ୍ଦ, କ୍ଳୀବଲିଙ୍ଗ. ୧ବ.)
[ସମ୍ପାଦନା]- ୧. ଯେଉଁ ବିଷୟ ବା ବସ୍ତୁ —୧. Which (thing or matter).
- ୨. ଯାହାର; ଯେଉଁ ବ୍ୟକ୍ତିର —୨. Whose.
- ୩. ଯେଉଁ ବିଷୟର ବା ବସ୍ତୁର —୩. Of which
[ଦ୍ରଷ୍ଟବ୍ୟ '—ଯାହା' ଶବ୍ଦର ବହୁବଚନ ଯେଉଁମାନ 'ଯାହା' ୧ମା. ବିଭକ୍ତିରେ କେବଳ ବସ୍ତୁକୁ ବା ବିଷୟକୁ ବୁଝାଏ; କିନ୍ତୁ ଅନ୍ୟ ବିଭକ୍ତିମାନଙ୍କରେ (ଯଥା—ଯାହାକୁ ଯାହାଙ୍କୁ, ଯାହାଠାରୁ, ଯାହାଠାରେ) ବ୍ୟକ୍ତିକୁ ମଧ୍ୟ ବୁଝାଏ]
ଅ
[ସମ୍ପାଦନା](ବାକ୍ୟର ପୂରଣାର୍ଥକ) ଯେ — (Conjunction) That.