Jump to content

ଯିବାର

ଉଇକିଅଭିଧାନ‌ରୁ

ଯିବାର

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ନଷ୍ଟି; ଚ୍ୟୁତି —୧. Loss, deposition.

[ଉ—ନଳ ରାଜାଙ୍କର ରାଜ୍ୟ ଯିବାର ଶୁଣି କୃଷ୍ଣସିଂହ. ମହାଭରାତ. ବନ]

୨. ଯିବା ବିଷୟ — ୨. The fact of going.

[ଉ—ଦୂରୂ ମୁଁ ଯିବାର ଜାଣି ହରି କବିସୂର୍ଯ୍ୟ. କିଶୋରୀଚମ୍ପୂ ଦ. ଗୀତ]

ପ୍ରାଦେଶିକ -(ଗଞ୍ଜାମ) କ୍ରି—(ଆପଣ, ସେ, ମୁଁ, ତୁମେ)

[ସମ୍ପାଦନା]
୧. ଯାଉଛନ୍ତି, ଯାଉଛି, ଯାଉଛ —Am or is are going.
୨. ଯିବ —Will go.
୩. ଯାଆନ୍ତି —Am, is or are in the habit of going.

[ଦ୍ରଷ୍ଟବ୍ୟ — ଗଞ୍ଜାମବାସୀମାନେ କ୍ରିୟା ସଙ୍ଗେ 'ର' ଯୋଗ କରି ନାନା କାଳର କ୍ରିୟା ଓ ତ୍ରିୟାବାଚକ ବିଶେଷ୍ୟ ବ୍ୟକ୍ତ କରନ୍ତି]