ଯିମିତି
ଦେଖଣା
ଯିମିତି
ଉଚ୍ଚାରଣ
[ସମ୍ପାଦନା][ଯିମିତିକା—ଅନ୍ୟରୂପ]
[ସିମିତି—ଆପେକ୍ଷିକ ଶବ୍ଦ]
ଅନୁବାଦ
[ସମ୍ପାଦନା]ଗ୍ରାମ୍ୟ - ଅ. (ସଂସ୍କୃତ - ଯଦ୍ୱତ୍)
[ସମ୍ପାଦନା]- ୧. ଯେଉଁପରି; ଯେଉଁ ପ୍ରକାରେ; ଯେମନ୍ତେ; ଯେଉଁରୂପେ —୧. By which means; in which manner.
- ୨. ଯେଉଁକ୍ଷଣି — ୨. As soon as; no sooner than
ସର୍ବ=ଯେମନ୍ତ; ଯେଉଁ ପ୍ରକାରର —Of which kind.
[ଉ—ଯିମିତି ଦିଅଁକୁ ସିମିତି ପୂଜା, ବାଲି— ଗରଡ଼ାକୁ ଚାଉଳ ଭଜା—ଢଗ]