ଯୁଗ୍ମ
ଦେଖଣା
ଯୁଗ୍ମ
ଉଚ୍ଚାରଣ
[ସମ୍ପାଦନା](ଯୁଗଳ—ଗ୍ରାମ ରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବି—(ଯୁଜ୍ ଧାତୁ=ଯୋଗ କରିବା+କର୍ମ. ମ)
[ସମ୍ପାଦନା]- ୧. ଯୁଗଳ; ପୋଡ଼ା —୧. pair; couple.
- ୨. (ଜ୍ୟୋତିଷ) ମିଥୁନ ରାଶି —୨. (Astrology) The ୩rd sign of the zodiac; the Gemini; or the twins.
- ୩. ଯାଆଁଳା ପିଲା —୩. Twins.
- ୪. ଏକତ୍ର ସଂବଦ୍ଧ ଦୁଇଟି ଶ୍ଳୋକ — ୪. A couple of stanzas connected with each other by construction, i, e. forming one grammatical sentence.
- ୫. (ଗଣିତ) ଯୋଡ଼ରାଶି; ଯେଉଁରାଶି ଦୁଇରେ ହରାଗଲେ ଛିଣ୍ଡି ଯାଏ —୫. (Arithmetic) An even number; a multiple of ୨.
- ୬. (+ଭାବ— ମ)—ସଂଯୋଗ; ମିଳନ —୬. Union.
- ୭. ଦୁଇ— ଜଣଙ୍କ ଭେଟାଭେଟି —୭. A meeting together of two persons.
- ୮. (+ଅଧିକରଣ)— ଦୁଇନଦୀର ମିଳନସ୍ଥାନ —୮. The confluence of two rivers.
ବିଶେଷଣ -
[ସମ୍ପାଦନା]- ୧. ଯୋଡ଼ାଏ; ଯୋଡୢଏ — ୧. A couple of a pair of.
- ୨. ଦୂଇରେ ହରିଲେ ଭାଗଶେଷ ନ ରବିବା (ସଂଖ୍ୟା) —୨. Even (number).