ଯୁଗ୍ମ

ଉଇକିଅଭିଧାନ‌ରୁ

ଯୁଗ୍ମ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଯୁଗଳ—ଗ୍ରାମ ରୂପ)

  • (file)

ସଂସ୍କୃତ - ବି—(ଯୁଜ୍ ଧାତୁ=ଯୋଗ କରିବା+କର୍ମ. ମ)[ସମ୍ପାଦନା]

୧. ଯୁଗଳ; ପୋଡ଼ା —୧. pair; couple.
୨. (ଜ୍ୟୋତିଷ) ମିଥୁନ ରାଶି —୨. (Astrology) The ୩rd sign of the zodiac; the Gemini; or the twins.
୩. ଯାଆଁଳା ପିଲା —୩. Twins.
୪. ଏକତ୍ର ସଂବଦ୍ଧ ଦୁଇଟି ଶ୍ଳୋକ — ୪. A couple of stanzas connected with each other by construction, i, e. forming one grammatical sentence.
୫. (ଗଣିତ) ଯୋଡ଼ରାଶି; ଯେଉଁରାଶି ଦୁଇରେ ହରାଗଲେ ଛିଣ୍ଡି ଯାଏ —୫. (Arithmetic) An even number; a multiple of ୨.
୬. (+ଭାବ— ମ)—ସଂଯୋଗ; ମିଳନ —୬. Union.
୭. ଦୁଇ— ଜଣଙ୍କ ଭେଟାଭେଟି —୭. A meeting together of two persons.
୮. (+ଅଧିକରଣ)— ଦୁଇନଦୀର ମିଳନସ୍ଥାନ —୮. The confluence of two rivers.

ବିଶେଷଣ -[ସମ୍ପାଦନା]

୧. ଯୋଡ଼ାଏ; ଯୋଡୢଏ — ୧. A couple of a pair of.
୨. ଦୂଇରେ ହରିଲେ ଭାଗଶେଷ ନ ରବିବା (ସଂଖ୍ୟା) —୨. Even (number).