Jump to content

ଯୁବକ

ଉଇକିଅଭିଧାନ‌ରୁ

ଯୁବକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)
  • (file)

ସଂସ୍କୃତ - ବିଶେଷଣ - ପୁଂ—(ଯୁବନ୍ଶବ୍ଦ+ସ୍ୱାର୍ଥ+କ)[ସମ୍ପାଦନା]

ତରୁଣ ଯୁବା; ୧୬: ଠାରୁ ୩ବର୍ଷ ବୟସ ମଧ୍ୟରେ (ଲୋକ) — Young (male); adult.

ବିଶେଷ୍ୟ -[ସମ୍ପାଦନା]

ଯୁବା ପୁରୁଷ; ତରୁଣ ବ୍ୟକ୍ତି — young man; an adult.