ଯୁବତି

ଉଇକିଅଭିଧାନ‌ରୁ

ଯୁବତି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଯୁବନ୍+ତି; ଯୁବତି+ଈ)[ସମ୍ପାଦନା]

ପ୍ରାପ୍ତ— ଯୌବନା —Youthful (girl); young.

ବିଶେଷ୍ୟ -[ସମ୍ପାଦନା]

୧. ପ୍ରାପ୍ତଯୌବନା ସ୍ତ୍ରୀ; ତରୁଣୀ; ୧୬: ବର୍ଷଠାରୁ ୩ ବର୍ଷ ବୟସ୍କା ସ୍ତ୍ରୀ —୧. A youthful woman; a young woman (between the ages of ୧୬: and ୩୦: ).
୨. ନବଯୌବନା ବାଳିକା —୨. A girl who has recently attained puberty.

[ଦ୍ରଷ୍ଟବ୍ୟ —୧୬: ବର୍ଷ ବୟସରେ ବାଳା, ୩ ବର୍ଷ ବୟସ ପର୍ଯ୍ୟନ୍ତ ତରୁଣୀ, ୫୫: ବର୍ଷ ପର୍ଯ୍ୟନ୍ତ ପ୍ରୌଢ଼ା, ତଦୂର୍ଦ୍ଧ୍ୱ ବୟସ୍କା ବା ବୃଦ୍ଧା

କାମଶାସ୍ତ୍ର ମତରେ ବାଳା ପ୍ରାଣଦା, ତରୁଣୀ ସ୍ୱାସ୍ଥ୍ୟଦାୟିନୀ, ପ୍ରୌଢ଼ା ବାର୍ଦ୍ଧକ୍ୟ ଉତ୍ପାଦନକାରିଣୀ ଓ ବୃଦ୍ଧା ପ୍ରାଣହାରିଣ ଅଟନ୍ତି

ନିଦାଘ ଓ ଶରତ୍କାଳରେ ବୃଦ୍ଧା, ବର୍ଷା ଓ ବସନ୍ତରେ ପ୍ରୌଢ଼ା, ହେମନ୍ତ ଓ ଶିଶିରରେ ଯୁବତୀ ସୁଖପ୍ରଦା ହୁଅନ୍ତି]

୩. ହରିଦ୍ରା; ହଳଦୀ —୩. Turmeric.
୪. (ଜ୍ୟୋତିଷ) କନ୍ୟା ରାଶି —୪. The Virgo sign of the zodiac.