ଯୁଷ୍ମାଦୃଶ

ଉଇକିଅଭିଧାନ‌ରୁ

ଯୁଷ୍ମାଦୃଶ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଯୁଷାଦୃଶୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଯୁଷ୍ମଦ୍+ଦୃଶ୍ ଧାତୁ+କର୍ତ୍ତୃ. କ୍ୱିପ୍= ଯୁଷାଦୃଶ୍, ୧ମା. ୧ବ)[ସମ୍ପାଦନା]

ତୁମ୍ଭପରି — LIke you; similar to you.