ଯୂପ

ଉଇକିଅଭିଧାନ‌ରୁ

ଯୂପ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ଯୁ ଧାତୁ=ବନ୍ଧନ କରିବା+ଅଧିକରଣ. ପ; ଏଥିରେ ବଳି ବନ୍ଧା ଯିବାରୁ)[ସମ୍ପାଦନା]

୧. ଯଜ୍ଞରେ ପଶୁବନ୍ଧନାର୍ଥ ଭୂମିରେ ପୋତା ଯିବା ସଂସ୍କୃତ ସ୍ତମ୍ଭ —୧. A sacrificial post to which the victim is tied at the time of its immolation.

[ଦ୍ରଷ୍ଟବ୍ୟ —ଯଜ୍ଞୋଡୁମ୍ୱର ବୃକ୍ଷର ଚତୁର୍ହସ୍ତ ପରିମିତ କାଷ୍ଠକୁ ଗୋଲାକାର ଓ ସ୍ଥୂଳ ଓ ସୁଶୋଭନ କରି ଯୁପ ତିଆରି କରାଯାଏ ଓ ଏହା ମନ୍ତ୍ରଦ୍ୱାରା ସଂସ୍କୃତ ହୁଏ

ଅନ୍ୟ ମତରେ ଖଦିର, ବିଲ୍ୱ ବା ବକୁଳ କାଷ୍ଠରେ ଏହା ମଧ୍ୟ ତିଆରି ହୁଏ ]

୨. ଜୟଚିହ୍ନ ସ୍ୱରୂପ ଆନୀତ ପଦାର୍ଥ — ୨. A trophy.
୩. ଜୟସ୍ତମ୍ଭ —୩. A column erected in honour of a victory.
୪. ଯଜ୍ଞ— ସ୍ତମ୍ଭ —୪. A sacrificial post.