ଯେଉଁ

ଉଇକିଅଭିଧାନ‌ରୁ

ଯେଉଁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ସର୍ବନାମ (ସଂସ୍କୃତ - ଯତ୍ ଶବ୍ଦ)[ସମ୍ପାଦନା]

୧. ଯେ (ବ୍ୟକ୍ତି, ବସ୍ତୁ, ସ୍ଥାନ, ସମୟ, ବିଷୟ) —୧. Which.
୨. ଅମୁକ ନିର୍ଦ୍ଦିଷ୍ଟ ବ୍ୟକ୍ତି, ବସ୍ତୁ, ସମୟ ବା ସ୍ଥାନ — ୨. That (particularising a person, thing, time or place.)

[ଦ୍ରଷ୍ଟବ୍ୟ —ଏ ଶବ୍ଦର ରୂପମାନ

ଏକବଚନ ବହୁବଚନ

୧. ମା ବିଭକ୍ତି—ଯେଉଁ   ଯେଉଁମାନେ, ଯେଉଁସବୁ, ଯେଉଁ ଯେଉଁ

୨ୟା—ଯାହାକୁ   ଯେଉଁମାନଙ୍କୁ

୩ୟା—ଯାହାଦ୍ୱାରା   ଯେଉଁମାନଙ୍କଦ୍ୱାରା

୫ମୀ—ଯାହାଠାରୁ, ଯେଉଁଠାରୁ   ଯେଉଁମାନଙ୍କଠାରୁ

୬ଷ୍ଠୀ—ଯାହାର   ଯେଉଁମାନଙ୍କର

୭ମୀ—ଯହିଁରେ, ଯାହିଁରେ,ଯେଉଁଠାରେ  ଯେଉଁମାନଙ୍କଠାରେ