ଯେଟି

ଉଇକିଅଭିଧାନ‌ରୁ

ଯେଟି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ସଂସ୍କୃତ - ବିଶେଷ୍ୟ - ଅ. (ସଂସ୍କୃତ - ଯଦ୍ଧି)[ସମ୍ପାଦନା]

୧. (ଆଦରାର୍ଥକ) ଯେକି; ଯେଉଁଟି —୧. Which.
୨. ଯେ ଅଟେ —୨. Which is.

(ଉ—ଉଚ୍ଚରେ ଯେଟି ଦୁଇ ସହସ୍ର ଯୋଜନ କୃଷ୍ଣସିଂହ. ମହାଭାରତ. ବନ)

(ଯେଉଁଟି—ଅନ୍ୟରୂପ; ଯେଉଁଟା—ଅନାଦରାର୍ଥକରୂପ)