ଯେଣେ
ଦେଖଣା
ଯେଣେ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ତେଣେ,ସେଣେ—ଆପେକ୍ଷିକ ଶବ୍ଦ)
ଅନୁବାଦ
[ସମ୍ପାଦନା]ଦେଶଜ - ଅ
[ସମ୍ପାଦନା]- ୧. ଯେଉଁ ଆଡ଼େ — ୧. Where.
- ୨. ଯେଉଁ ପ୍ରକାରେ; ଯେଉଁପରି — ୨. By which means; how.
(ଉ—ଏତେ ହୋ ଶୁଣ ନୃପମଣି ଯେଣ ସଂସାରୁ ତରେ ପ୍ରାଣୀ ଜଗନ୍ନାଥ ଭାଗବତ)
- ୩. ଯହିଁରେ; ଯାହାଦ୍ୱାରା —୩. By which.
(ଉ—କହ ଏହାର ହେତୁ କର୍ମ ଯେଣେ ଖଣ୍ଡଇ ଭବ ଭ୍ରମ ଭୂପତି. ପ୍ରେମପଞ୍ଚାମୃତ)
- ୪. ଯେହେତୁ; ଯହିଁର ଫଳରେ — ୪. In consequence where of.
[ଉ—କି ଅବା ଅଛି ତପ କରି ଯେଣେ ଦେଖିବା ନ ରହରି ଜଗନ୍ନାଥ. ଭାଗବତ]