ଯେପରି

ଉଇକିଅଭିଧାନ‌ରୁ

ଯେପରି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ଯେପରିକି—ଅନ୍ୟରୂପ)

[ଯେପ(ପି)ରିକା—ଗ୍ରାମ୍ୟ - ରୂପ]

ଦେଶଜ - ଅ (ସଂସ୍କୃତ - ଯତ୍ପ୍ରକାରେଣ)[ସମ୍ପାଦନା]

୧. ଯେଉଁପ୍ରକାରେ — ୧. In which manner.
୨. ଯେଉଁକ୍ଷଣରେ ୨. No sooner than; as soon as.
୩. (ବାକ୍ୟରେ ଜୋର୍ ଦେବାପାଇଁ) ଫଳତଃ —୩. So that; be careful that.

[ଯଥା—ସାବଧାନ ରହିବ, କଥାଟା ଯେପରି ପ୍ରକାଶ ନ ହୁଏ ]

୪. ଯେଉଁପ୍ରକାରର —୪. Of which kind.

(ଯଥା—ସେପରି ଦିଅଁକୁ ସେପରି ପୂଜା, ବାଲି ଗରଡା଼କୁ ଚାଉଳ ଭଜା—ଢଗ]

୫. ଯଥା; ଉଦାହରଣସ୍ୱରୂପ —୫. As for instance.

(ଯଥା—ମରହଟ୍ଟିଆ ଲୋକେ ଛନ୍ଦ କପଟ ଜାଣନ୍ତି ନାହିଁ, ଯେପରି ରାମ ନନ୍ଦେ, ଶାମ ମିଶ୍ରେ)